ଦେବଗଡ ରଙ୍ଗିଆଟିକିରା ଗାଁରେ ଅଭାବନୀୟ ଘଟଣା, ବାପାକୁ ହତ୍ଯାକଲା ସୈତାନ ପୁଅ

ଦେବଗଡ: ବାପାକୁ ହତ୍ଯାକଲା ସୈତାନ ପୁଅ । ଦେବଗଡ ଥାନା ରଙ୍ଗିଆଟିକିରା ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଗୋବିନ୍ଦ ମୁଣ୍ଡା । ଗତକାଲି ବିଳମ୍ବିତ ରାତିରେ ମଦ ପିଇ ବାପା ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଏଥିରେ ଉତ୍ୟକ୍ତ ହୋଇ ପୁଅ ଏକ ଠେଙ୍ଗାରେ ବାପାକୁ ଆକ୍ରମଣ କରିଥିଲା । ଗୋବିନ୍ଦଙ୍କ ମୁଣ୍ଡରେ ଆଘାତ ଲାଗିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.