ପୁଣି ବିବାଦରେ ସୋନା ମହାପାତ୍ର : ‘ଆହେ ନୀଳ ଶୈଳ’ ଭଜନକୁ ବିକୃତ କରି ଗାଇଲେ

ଭୁବନେଶ୍ୱର : ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର । ଆହେ ନୀଳ ଶୈଳ ଗୀତ ଗାଇ ବିବାଦ ଘେରରେ ସୋନା ମହାପାତ୍ର । ଗୀତରେ ଓଡ଼ିଆ ସଂସ୍କୃତିକୁ ଅସମ୍ମାନ ନେଇ ସମାଲୋଚନା କରାଯାଇଛି । ଭଜନର କେତେକ ଶବ୍ଦକୁ ସେ ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ଏହା ଉପରେ ଜବାବ ଦେଇଛନ୍ତି ସୋନା ମହାପାତ୍ର । ସେ କହିଛନ୍ତି ମତେ ଯେଉଁ ଗୀତ ଭଲ ଲାଗିବ ମୁଁ ଗାଇବି । ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଓଡ଼ିଆ ସମ୍ବଲପୁରୀ ଗୀତ ରଙ୍ଗବତୀ ଓ ପ୍ରକ୍ଷାତ ସୁଫି ଗୀତ ତୋରୀ ସୁରତକୁ ନେଇ ମଧ୍ୟ ସୋନା ବିବାଦ ଘେରକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.