ପ୍ରକାଶ ପାଇଲା ନିଟ୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ, ଓଡିଶାରୁ ଟପ୍ପର ହେଲେ ସୋଏବ୍ ଅଫତାବ

କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା ନିଟ୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ। ଏହି ନିଟ୍ ପରୀକ୍ଷାର ଓଡିଶାରୁ ଟପ୍ପର ହୋଇଛନ୍ତି ସୋଏବ୍ ଅଫତାବ । ଓଡିଶାରୁ ପ୍ରଥମ ଛାତ୍ର ଭାବେ ସୋଏବ ଟପ୍ପର ହୋଇଥିବା ସୂଚନା ମିଳିଛି।  ସୋଏବ ୭୨୦ରୁ ୭୨୦ ମାର୍କ ରଖି  ଟପ୍ପର ହୋଇଛନ୍ତି। ୧୮ ବର୍ଷୀୟ ସୋଏବଙ୍କ ଘର  ରାଉରକେଲାର ଆଜାଦ୍ ବସ୍ତି। NEETରେ ୧୦୦ ରୁ ୧୦୦ ଶତକଡା ନମ୍ବର ରଖି ସୋଏବ ଓଡିଶାରେ ନିଟ୍ ଟପ୍ପର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.