କଟକରେ ଏନକାଉଣ୍ଟର: ଅପରାଧୀ ଦୀପକର ବାମ ଗୋଡ଼ିରେ ବାଜିଛି ଗୁଳି

ରାଣୀହାଟ ଗୋପାଳସାହିର ଦୀପକ ନାୟକକୁ ସ୍ପେଶାଲ ସ୍କ୍ଵାଡର ଏନକାଉଣ୍ଟର । ଦୀପକର ବାମ ଗୋଡ଼ିରେ ବାଜିଛି ଗୁଳି ।ବିଡ଼ାନାସୀ ଭୁଆଶୁଣିଗଡ଼ାରେ ଗୁଳି ବିନିମୟବେଳେ ଆହତ ହୋଇଛି । ତାଠୁ ବନ୍ଧୁକ ଜବତ ହୋଇଛି ।

କଟକ(କେନ୍ୟୁଜ୍): କଟକରେ ଏନକାଉଣ୍ଟର। ପୋଲିସ ଗୁଳିରେ ଅପରାଧୀ ଆହତ। ରାଣୀହାଟ ଗୋପାଳସାହିର ଦୀପକ ନାୟକକୁ ସ୍ପେଶାଲ ସ୍କ୍ଵାଡର ଏନକାଉଣ୍ଟର । ଦୀପକର ବାମ ଗୋଡ଼ିରେ ବାଜିଛି ଗୁଳି ।

ବିଡ଼ାନାସୀ ଭୁଆଶୁଣିଗଡ଼ାରେ ଗୁଳି ବିନିମୟବେଳେ ଆହତ ହୋଇଛି । ତାଠୁ ବନ୍ଧୁକ ଜବତ ହୋଇଛି । ଆହତ ଅବସ୍ଥାରେ ଦୀପକକୁ ଏସସିବିରେ ଭର୍ତ୍ତି କରାଯାଇଛି । କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା