ମୁନିଗୁଡ଼ାରୁ ୨ଟନ୍‌ ଗଞ୍ଜେଇ ଜବତ କଲା ରାୟଗଡ଼ା ଜିଲ୍ଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ଵାର୍ଡ, ପିଚୁ ବୋଝେଇ ଟ୍ରକରେ ହେଉଥିଲା ଚାଲାଣ

ରାୟଗଡ଼ା : ୧ କୋଟିର ଗଞ୍ଜେଇ ଜବତ। ବୌଦ୍ଧ ଜିଲ୍ଲା କଣ୍ଟମାଳରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ମୁନିଗୁଡ଼ାରୁ ଜବତ କରିଛି ରାୟଗଡ଼ା ଜିଲ୍ଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ସ୍କ୍ଵାର୍ଡ ।

ganjaଏକ ପିଚୁ ବୋଝେଇ ଟ୍ରକ ଯୋଗେ ଚାଲାଣ କରାଯାଉଥିଲା ନୀଳ ଜହର। ପ୍ରାୟ ୨ଟନ୍‌ର ଜବତ ଗଞ୍ଜେଇର ମୂଲ୍ୟ ୧କୋଟି ହେବ। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.