୩ କଲେଜ ଛାତ୍ରୀଙ୍କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌, ସିସିଟିଭିରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ

ବ୍ରହ୍ମପୁର(କେନ୍ୟୁଜ୍):ମର୍ମନ୍ତୁଦ ଦୁର୍ଘଟଣାର ସିସିଟିଭି ଫୁଟେଜ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ପାଗଳାବାବା ଛକରେ ଭୟାନକ ଦୁର୍ଘଟଣାର ସିସିଟିଭି ଫୁଟେଜ ଆସିଛି । ୩ଜଣ ଛାତ୍ରୀ ସାଇକେଲ ଧରି ଆସୁଥିଲେ ।

ଅଚାନକ ଏକ କାର୍‌ ନିୟନ୍ତ୍ରଣ ହରାଇ ୩ଜଣଙ୍କୁ ଧକ୍କା ଦେଇଥିଲା । ଏବେ ୩ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ମାମଲା ରୁଜୁ କରି ତଦନ୍ତ କରୁଛି ପୁରୁଷୋତ୍ତମପୁର ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.