ରାଜଧାନୀ ଉପକଣ୍ଠରୁ ଚିତ୍ରା ହରିଣ ଉଦ୍ଧାର

ରାଜଧାନୀ ଉପକଣ୍ଠରେ ଚିତ୍ରା ହରିଣ ଉଦ୍ଧାର। ବାଲିପାଟଣା ବ୍ଲକ ଆଲିସି ଶାସନ ଗାଁରୁ ଚିତ୍ରା ହରିଣ ଉଦ୍ଧାର ହୋଇଛି। ହରିଣଟି ସକାଳୁ ଆଲିସି ଶାସନ ଗାଁ ମଝିରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଜମା ହୋଇଥିଲେ । ହରିଣଟି ଭୟଭୀତ ହୋଇ ନିକଟ ପୋଖରୀରେ ପଡ଼ି ପହଁରୁଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଉପକଣ୍ଠରେ ଚିତ୍ରା ହରିଣ ଉଦ୍ଧାର। ବାଲିପାଟଣା ବ୍ଲକ ଆଲିସି ଶାସନ ଗାଁରୁ ଚିତ୍ରା ହରିଣ ଉଦ୍ଧାର ହୋଇଛି। ହରିଣଟି ସକାଳୁ ଆଲିସି ଶାସନ ଗାଁ ମଝିରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଜମା ହୋଇଥିଲେ । ହରିଣଟି ଭୟଭୀତ ହୋଇ ନିକଟ ପୋଖରୀରେ ପଡ଼ି ପହଁରୁଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।

ବାଲିପାଟଣା ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣକୁ ଟିକିତ୍ସା ପାଇଁ ପଠାଇଛନ୍ତି। ଚିକିତ୍ସା ପରେ ଚିତ୍ରା ହରିଣକୁ ଭଅଁରା ସଂରକ୍ଷିତ ଜଙ୍ଗଲରେ ଛଡା ଯିବା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.