ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର (କେନ୍ୟୁଜ) :  ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍‌ରେ ଦୋଷୀ ଭାବେ ଦର୍ଶାଯାଇଛି। ED ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରାଯାଇଥିଲା।

ଅର୍ଚ୍ଚନା, ଖଗେଶ୍ୱର ଓ ଜଗବନ୍ଧୁ ଭିଡିଓ କନଫରେନ୍‌ସିଂରେ ହାଜର ହୋଇପାରନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌ର ଷ୍ଟାଟସ୍‌ ରିପୋର୍ଟ ଦେବେ SFSL। ଏହି ୩ଟି ମୋବାଇଲ୍‌ରେ ରହିଛି ଅର୍ଚ୍ଚନାଙ୍କ ହନି ଟ୍ରାପର କଳା କାହାଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.