ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ଯ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଛି ରାଜ୍ଯ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ୮ ରୁ ଅଧିକ ପ୍ରସ୍ତାବ ଉପରେ ଆଜିର ବୈଠକରେ ଆଲୋଚନା ହୋଇପାରେ । ଏହା ସହ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟରେ ଲାଗିପାରେ ମୋହର ।
Also read: ଚାଷୀଙ୍କ ପାଇଁ ଖୁସି ଖବର, ଫସଲ ନଷ୍ଟ ହେଲେ ବି ମିଳିବ କ୍ଷତିପୂରଣ