ଆଜି ବସିବ କ୍ୟାବିନେଟ ବୈଠକ, ଚାଷୀଙ୍କ ବାବଦରେ ଆସିପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ଵର : ନୂଆବର୍ଷରେ ରାଜ୍ଯ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଆଜି ସନ୍ଧ୍ୟା ସାଢେ ୫ଟାରେ ବସିବ ବୈଠକ । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର । ଚାଷୀଙ୍କ ବାବଦରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ଯ ସରକାର।