ଆଜି ଘୋଷଣା ହୋଇପାରେ ମାଟ୍ରିକ ଓ ପ୍ଲସ ଟୁ ପରୀକ୍ଷା ତାରିଖ

ଭୁବନେଶ୍ବର: ଆଜି ଘୋଷଣା ହୋଇପାରେ ମାଟ୍ରିକ ଓ ପ୍ଲସ ଟୁ ପରୀକ୍ଷା ତାରିଖ । ରାଜ୍ୟ ସରକାର ପରୀକ୍ଷା ତାରିଖ ଘୋଷଣା କରିପାରନ୍ତି । ବୋର୍ଡ ଓ କାଉନସିଲ ପକ୍ଷରୁ ଘୋଷଣା ହୋଇପାରେ ।

ପୂର୍ବରୁ ମେ’ ୪ ତାରିଖରୁ CBSE ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ହେବ ବୋଲି ଘୋଷଣା ହୋଇଥିଲା । ଜୁନ୍‌ ୧୦ ଯାଏଁ ଚାଲିବ CBSE ବୋର୍ଡ ପରୀକ୍ଷା ଚାଲିବ । ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜୁଲାଇ ୧୫ ସୁଦ୍ଧା ଆସିବ ରେଜଲ୍ଟ ଆସିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ଘୋଷଣା କରିଥିଲେ ।

Leave A Reply

Your email address will not be published.