ସମ୍ବଲପୁର : ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ବୁର୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଅସୁସ୍ଥ ଅନୁଭବ କରିବା ପରେ ଚିକିତ୍ସା ଚାଲିଛି । ବୁର୍ଲାସ୍ଥିତ ଡ୍ୟାମ ଫ୍ଲାଷ୍ଟ କ୍ଲାସ ଗେଷ୍ଟ ହାଉସରେ ଚାଲିଛି ପ୍ରାଥମିକି ଚିକିତ୍ସା । ଭୀମାସର ନିର୍ଦ୍ଦେଶକ ଓ ଅନ୍ୟ ଡାକ୍ତର ପରୀ୍ଷା-ନିରୀକ୍ଷା କରୁଛନ୍ତି । ସୁରେଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସୂଚନା ଅନୁସାରେ ବୁର୍ଲା ଟିଣଘରରେ ଏକ କାର୍ଯ୍ୟକ୍ରମଥିଲା । ରାଲିରେ ଯାଉଥିବା ବେଳେ ରାସ୍ତାରେ ୧୧ଟା ସମୟରେ ସ୍ୱାସ୍ଥ୍ୟ ବିଗିଡିଥିଲା ।
Next Post