CBSE ଓ ICSE ଦ୍ୱାଦଶ ପରୀକ୍ଷା ମାମଲା ଶୁଣାଣି ଘୁଞ୍ଚିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ବର: ସୁପ୍ରିମ୍କୋର୍ଟରେ CBSE ଓ ICSE ଦ୍ୱାଦଶ ପରୀକ୍ଷା ମାମଲା ଶୁଣାଣି ଘୁଞ୍ଚିବା ପ୍ରସଙ୍ଗ । ସୁପ୍ରିମ୍କୋର୍ଟରେ ୩ ତାରିଖରେ ଶୁଣାଣି ପରେ ମତ ରଖିବୁ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି।
ରାଜ୍ୟରେ +୨ ପରୀକ୍ଷା ଉପରେ କହିଛନ୍ତି କି, ଏନେଇ ବିଚାରବିମର୍ଶ ଚାଲିଛି। ଜୁନ୍ ପ୍ରଥମ ସପ୍ତାହରେ ନିଆଯିବ ନିଷ୍ପତ୍ତି।