ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ : ପୋଲିସ ଡିଜି

ଭୁବନେଶ୍ବର: ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓଡ଼ିଶା ପୋଲିସ୍ । ଏହି ଦାୟିତ୍ୱ ସ୍ପେଶାଲ ଟାସ୍କ ଫୋର୍ସକୁ ନ୍ୟାସ୍ତ କରାଯାଇଛି । ଏସଟିଏଫକୁ ଅଧିକ ସଦୃଢ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ରାଜ୍ୟ ସରକାର ଏସଟିଏଫରେ ନୂଆ ୨୭ଟି ପଦବୀ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି ଅଭୟ । ଏସଟିଏଫରେ ସ୍ୱତନ୍ତ୍ର ନାରକୋଟିକ ୟୁନିଟ ଖୋଲିବ ବୋଲିି ଡିଜିପି ଘୋଷଣା କରିଛନ୍ତି ।

Leave A Reply

Your email address will not be published.