୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଜବତ, STF କବ୍‌ଜାରେ ୨ ବେପାରୀ

ବଲାଙ୍ଗିର(କେନ୍ୟୁଜ୍): STF କବ୍‌ଜାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ। ଦୁଇ ଜଣ ବେପାରୀ ଗିରଫ। ୧୧ କେଜିର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ବଲାଙ୍ଗିର ଜିଲ୍ଲା ଆଇନାପଲ୍ଲୀ ଗାଁ ନିକଟ ରାସ୍ତା କଡରେ ଡିଲ୍‌ ବେଳେ ମାଡି ବସିଲା STF ।

ବଲାଙ୍ଗିର ବନ ବିଭାଗ ସହାୟତାରେ ବେପାରୀଙ୍କୁ ବାନ୍ଧିଲା STF। ହେମାସାଗର ମହାନନ୍ଦ ଓ ଲକ୍ଷ୍ମୀଧର ନାଇକକୁ ବାନ୍ଧିଲା STF ।

Leave A Reply

Your email address will not be published.