ରାସ୍ତା କଡ଼ରେ ଡିଲ୍ ବେଳେ ମାଡିବସିଲା STF: ଗୋଟିଏ ବାଘଛାଲ ଜବତ, ଜଣେ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): STF ହାତରେ ବାଘଛାଲ ଚୋରା ଚାଲାଣକାରୀ । ଗୋଟିଏ ବାଘଛାଲ ଜବତ ସହ ଚୋରାଚାଲାଣକାରୀ ରତ୍ନାକର ସାହୁ ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗାଁ ରାସ୍ତା କଡ଼ରେ ଡିଲ୍ ବେଳେ ମାଡିବସିଲା STF।
ଗତ ଏକ ବର୍ଷ ଭିତରେ ୨୨ଟି ବାଘଛାଲ ଜବତ ହୋଇଥିବା ବେଳେ ୧୨ଟି ହାତୀ ଦାନ୍ତ, ୭ଟି ହରିଣ ଚମଡ଼ା, ୮ଟି ଜୀବନ୍ତ ପଙ୍ଗୋଲିନ ଜବତ ହୋଇଛି। ୧୫ କେଜି ପାଙ୍ଗୋଲିନ କାତି ସହ ୫୧ ଜଣଙ୍କୁ ଗିରଫ କରିଛି STF ।