ଗ୍ରାହକ ବେଶରେ ମାଡିବସିଲା, STF କବ୍‌ଜାରେ ବାଘ ଛାଲ ବେପାରୀ

ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତାରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିଛି। ଚୋରା କାରବାର ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଫ।

ବୌଦ୍ଧ (କେନ୍ୟୁଜ): ଗ୍ରାହକ ବେଶରେ ମାଡିବସିଲା । STF କବ୍‌ଜାରେ ବାଘ ଛାଲ ବେପାରୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତାରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିଛି। ଚୋରା କାରବାର ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଫ।

ଖବର ଅନୁଯାୟୀ, ବୌଦ୍ଧ ହରଭଙ୍ଗାରେ ବାଘ ଛାଲ ଓ ହରିଣ ଛାଲ ବିକ୍ରି ନେଇ କ୍ରାଇମବ୍ରାଞ୍ଚ STFକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଗ୍ରାକ ବେଶରେ ଯାଇ ମିଳିତ ଭାବେ ମାଡିବସିଥିଲା STF ଓ ବନବିଭାଗ। ଘଟଣାର ଅଧିକ ଖୋଳତାଡ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.