ନିଶା ବେପାରୀ ଅନୀଲ ପାଣ୍ଡିକୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଘୋଷଣା କଲା STF ଟିମ

ଗଞ୍ଜାମ(କେ ନ୍ୟୁଜ): ଅନୀଲ ପାଣ୍ଡିକୁ ମୋସ୍ଟ ୱାନଟେଡ଼ ଭାବେ ଘୋଷଣା କଲା STF ଟିମ । ମୋସ୍ଟ ୱାନଟେଡ଼ ଅନୀଲ ପାଣ୍ଡି ବିଷୟରେ ଖବର ଦେବା ପାଇଁ ପୁରସ୍କାର ରାଶି ଘୋଷଣା କରିଛି STF ଦଳ । ଅନୀଲ ବିଷୟରେ ଖବର ଦେବା ପାଇଁ ଜାରି ମୋବାଇଲ କଲା ନୂଆ ନମ୍ବର । ଅନିଲର ଖବର ଦେବା ଲୋକର ନାମକୁ ଗୋପନ ରଖିବ STF ଟିମ । ନିଶା କାରବାରର ବାଦଶାହ ଅନୀଲ ପାଣ୍ଡିକୁ ମୋଷ୍ଟ ୱାନଟେଡ଼ ଘୋଷଣା କଲା STF ।

ଅନୀଲ ବିଷୟରେ ଖବର ଦେବା ପାଇଁ ଜାରି କଲା ମୋବାଇଲ ନମ୍ବର । ଖବର ଦେବା ଲୋକର ନାମକୁ ଗୋପନ ରଖିବ STF । ଅନିଲର ଘର ଗଞ୍ଜାମ ଜିଲ୍ଲା ଜଗନାଥପୁର ଛାଚିନା ଗ୍ରାମର ଉଦଳା ଥାନା ଅଞ୍ଚଳରେ । ଦୀର୍ଘ ଦିନ ଧରି STF କୁ ଚକମା ଦେଇ ଲୁଚି ବୁଲୁଛି ଏହି ମୋଷ୍ଟ ୱାନଟେଡ଼ ଅନୀଲ ପାଣ୍ଡି ।

Leave A Reply

Your email address will not be published.