ଗରମ ଡାଲି ପଡ଼ି ଛାତ୍ର ମୃତ

ଗରମ ଡାଲି ପଡ଼ି ଛାତ୍ର ମୃତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ କୋଇଡା ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଗତ ୬ ତାରିଖରେ ହଷ୍ଟେଲରେ ରୋଷେଇ କରୁଥିବା ବେଳେ ଛାତ୍ରଙ୍କ ଉପରେ ପଡ଼ିଥିଲା ଗରମ ଡାଲି ।

ବଣାଇ(କେନ୍ୟୁଜ୍) : ଗରମ ଡାଲି ପଡ଼ି ଛାତ୍ର ମୃତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ କୋଇଡା ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଗତ ୬ ତାରିଖରେ ହଷ୍ଟେଲରେ ରୋଷେଇ କରୁଥିବା ବେଳେ ଛାତ୍ରଙ୍କ ଉପରେ ପଡ଼ିଥିଲା ଗରମ ଡାଲି । ପ୍ରଥମେ ତାଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା RGHରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.