ରାଜ୍ୟ

ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଫାର୍ମ ହାଉସ୍‌ରୁ ଉଦ୍ଧାର

ଚାନ୍ଦବାଲି (କେନ୍ୟୁଜ): ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଉଦ୍ଧାର । ଚାନ୍ଦବାଲି ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ନବମ ଶ୍ରେଣୀ ଛାତ୍ର ଉଦ୍ଧାର । ଭଦ୍ରକ ରମ୍ଭିଳାରେ ଥିବା ଫାର୍ମ ହାଉସ୍‌ରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରକୁ ଉଦ୍ଧାର କଲା ବାଂଶଡ଼ା ପୋଲିସ । ଘଟଣାର ଅଧିକ ଖୋଳତାଡ଼ କରୁଛି ବାଂଶଡା ପୋଲିସ ।

ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ ତୋଟାପଡା ପଞ୍ଚାୟତ ଆଙ୍କପଡା ଗାଁର ସବିତା ଦାସଙ୍କ ପୁଅ ମାନସ ଗତ ଏପ୍ରିଲ ୬ ତାରିଖରୁ ନିଖୋଜ ଥିଲେ । ଦୁଇ ଦିନ ପରେ ଏପ୍ରିଲ ୮ ତାରିଖରେ ମା ସବିତା ଏ ନେଇ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ମା’ଙ୍କ ଅଭିଯୋଗ ଅନୁସାରେ ବଡ଼ ବାପା ଲମ୍ବୋଦର ଜୁଆ ଖେଳିବା ପାଇଁ ମାନସକୁ ଏକ ଫାର୍ମ ହାଉସ୍‌ରେ ଜଣକ ପାଖରେ ବନ୍ଧକ ରଖିଥିଲେ । ୧୪ ବର୍ଷର ମାନସକୁ ମୋବାଇଲ୍‌ ଦେବାର ଲୋଭ ଦେଖାଇ ନେଇ ଯାଇଥିବା ମା’ ସବିତା କହିଛନ୍ତି ।

Niharanjan

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

3 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

12 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

12 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

29 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

30 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

34 mins ago