ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ, ମାର୍ଚ୍ଚରେ ହେବାକୁ ଥିବା ବୋର୍ଡ ପରୀକ୍ଷା ବାତିଲ ଦାବି

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ମାର୍ଚ୍ଚରେ ହେବାକୁ ଥିବା ବୋର୍ଡ ପରୀକ୍ଷା ବାତିଲ ଦାବି କରିଛନ୍ତିି ।

୫ ମାସର ଅଫଲାଇନ ପାଠପଢାରେ ସରିଛି ତ୍ରୟମାସିକ ଟେଷ୍ଟ । ଏବେ ସୁଦ୍ଧା ସରିି ନାହିଁ ୭୦ ପ୍ରତିଶତ ସିଲାବସ୍‌ । ତ୍ରୟମାସିକ ଟେଷ୍ଟ ଆଧାରରେ ବୋର୍ଡ ପରୀକ୍ଷା ମାର୍କ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.