ଓଡ଼ିଆ ବୋହୁଙ୍କ ସଫଳତା: ସାଉଥ ଇଣ୍ଡିଆ ମିସେସର ପ୍ରଥମ ରନର୍ସ ଅଫ ହେଲେ ତପସ୍ବିନୀ

ବେଙ୍ଗାଳୁରୁ(କେନ୍ୟୁଜ୍): ଓଡ଼ିଆ ବୋହୁଙ୍କ ସଫଳତା । ଅନିଶା କ୍ରିଏସନ ଦ୍ୱାରା ବେଙ୍ଗାଳୁରୁରେ ଆୟୋଜିତ ସାଉଥ ଇଣ୍ଡିଆ ମିସେସର ପ୍ରଥମ ରନର୍ସ ଅଫ ହୋଇଛନ୍ତି ଜଣେ ଓଡିଆ ବୋହୁ । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଂଜିଲି କୁଟାର ତପଶ୍ୱୀନି ନାୟକ। ବେଙ୍ଗାଳୁରୁରେ ସେ ସ୍ୱାମୀ ଓ ପୁଅ ସହ ରହିବା ସହ ଚାକିରୀ କରିଛନ୍ତି ।

ତେବେ ବେଙ୍ଗାଳୁରୁରେ ଆୟୋଜିତ ଏହି ମିସେସ୍ ସାଉଥ ଇଣ୍ଡିଆ ପ୍ରତିଯୋଗିତାରେ ସେ କର୍ଣ୍ଣାଟକ ରାଜ୍ୟ ପକ୍ଷରୁ ଭାଗନେଇ ପ୍ରଥମ ରନର୍ସ ଅଫ ହୋଇ ଓଡ଼ିଶାର ନାମ ରଖିଛନ୍ତି । ତେବେ ଆଗରୁ ସେ ବହୁତ ସଫଳତା ହାସଲ କରି ଓଡ଼ିଶାର ଗର୍ବ ଓ ଗୌରବକୁ ବଢ଼ାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.