ପୁରୀ ବେଳାଭୂମିରେ ବାଲୁକାକଳାରେ ହୋଲି ଶୁଭେଚ୍ଛା, କରୋନା ଭାଇରସ୍‌ ଯୋଗୁ ସମସ୍ତଙ୍କୁ ସତର୍କ ରହିବାକୁ ସଚେତନ କରାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକାକଳାରେ ହୋଲି ଶୁଭେଚ୍ଛା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକଳା ନିର୍ମାଣ କରି ସମସ୍ତଙ୍କୁ ହୋଲି ଶୁଭେଛା ଜଣାଇଛନ୍ତି। ତେବେ କରୋନା ଭାଇରସ୍‌ ଯୋଗୁ ହୋଲି ଖେଳ ବେଳେ ସମସ୍ତଙ୍କୁ ସତର୍କ ରହିବାକୁ ସେ ବାଲୁକାକଳା ମାଧ୍ୟମରେ ସଚେତନ କରାଇଛନ୍ତି। ୧୫ଫୁଟ ଓସାରର ଏହି ବାଲୁକାକଲା ନିର୍ମାଣ କିରବା ପାଇଂ ୧୫ଟନ୍‌ ବାଲି ବ୍ୟବହାର କରାଯାଇଛି। ଏହାକୁ ଦେଖିବା ପାଇଁ ବେଳାଭୂମିରେ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା।

Leave A Reply

Your email address will not be published.