ସମ୍ବଲପୁରର ୫୪ ଜଣ ଓକିଲଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଫ୍ୟାକ୍ଟ ଫାଇଣ୍ଡିଂ ଟିମର ରିପୋର୍ଟ ଆଧାରରେ ପଦକ୍ଷେପ ନେଲା ବାର କାଉନସିଲ ଅଫ୍ ଇଣ୍ଡିଆ

() ସମ୍ବଲପୁର ଓକିଲଙ୍କ ଉପରୁ ଉଠିଲା ନିଲମ୍ବନ । ନିଲମ୍ବନ ପ୍ରତ୍ୟାହାର କଲେ ବାର କାଉନସିଲ ଅଫ୍ ଇଣ୍ଡିଆ । ନିଲମ୍ବିତ ହୋଇଥିବା ୫୪ ଜଣ ଓକିଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହର ହୋଇଛି । ଫ୍ୟାକ୍ଟ ଫାଇଣ୍ଡିଂ ଟିମର ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଏହି ଆଇନଜୀବୀମାନେ ଆଗାମୀ ଓକିଲ ସଂଘ ଓ ବାର କାଉନସିଲ ନିର୍ବାଚନରେ ଭୋଟ୍ ଦେଇପାରିବେ ।