ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ଘର ଭିତରୁ ମିଳିଲା ମୃତଦେହ

ଗଜପତି: ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିର ଏକ ଘରୋଇ ବ୍ୟାଙ୍କ RM ଭାବେ କାର୍ଯ୍ୟରତ ଥିଲେ ମୃତ କର୍ମଚାରୀ ଭୁବନେଶ୍ୱରର ପ୍ରକାଶ ମହାରଣା । ଚନ୍ଦ୍ରଗିରି ପୋଷ୍ଟ ଅଫିସ ନିକଟରେ ଥିବା ଭଡା ଘରୁ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ଚଳାଛି ପୋଲିସ ।
ଆହୁରି ପଢ଼ନ୍ତୁ : ଆମ୍ବୁଲାନ୍ସ ଗାଡ଼ି ଓଲଟି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଆହତ, ଡ଼ାକ୍ତରଖାନାରେ ଭର୍ତ୍ତି