ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା, ଘର ସାମ୍ନାରୁ ଉଦ୍ଧାର ହେଲା ମୃତଦେହ

ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା। ଅନୁଗୁଳ ଜରପଡ଼ା ଜେରେଙ୍ଗ ତଳସାହିରେ ନିର୍ମମ ହତ୍ୟାକାଣ୍ଡ। ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚ ବିଭୁତି ଗଡ଼ନାୟକ ଙ୍କୁ ନିର୍ମମ ହତ୍ୟା କରାଯାଇଛି। ଛାତ ଉପରେ ଶୋଇଥିବାବେଳେ ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗିଦେଇଥିଲେ।

ଅନୁଗୁଳ (କେନ୍ୟୁଜ): ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ଅନୁଗୁଳ ଜରପଡ଼ା ଜେରେଙ୍ଗ ତଳସାହିରେ ନିର୍ମମ ହତ୍ୟାକାଣ୍ଡ।  ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚ ବିଭୁତି ଗଡ଼ନାୟକ ଙ୍କୁ ନିର୍ମମ ହତ୍ୟା କରାଯାଇଛି । ଛାତ ଉପରେ ଶୋଇଥିବାବେଳେ ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗିଦେଇଥିଲେ ।  ଆଜି ସକାଳେ ତାଙ୍କ ମୃତଦେହକୁ ନିଜ ଘର ସାମ୍ନାରୁ ଉଦ୍ଧାର କରାଯାଇଛି । ତାଙ୍କର ମୁଣ୍ଡ ଓ ଗୋଡ଼ରେ କ୍ଷତ ଦାଗ ରହିଛି ।  ଘଟଣା ସ୍ଥଳରେ ଜରପଡା ପୋଲିସ ଛାନଭିନ ଆରମ୍ଭ କରିଛି ।

 

 

You might also like