ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଆଇଜି ଓ ଏସପିଙ୍କ ତଦନ୍ତ ଆରମ୍ଭ

ବରଗଡ଼ ଜିଲ୍ଲା ବାରିକଟିକ୍ରାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକଙ୍କ ନାଁ ବିଶ୍ବନାଥ ମିର୍ଦ୍ଧା । ଜଣେ ଅଟୋ ଡ୍ରାଇଭର ରାସ୍ତା କଡ଼ରେ ବିଶ୍ବନାଥ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ଟାଉନ ହସପିଟାଲରେ ଭର୍ତ୍ତି କରିଥିଲେ ।

ବରଗଡ଼ (କେନ୍ୟୁଜ୍‌): ବରଗଡ଼ ଜିଲ୍ଲା ବାରିକଟିକ୍ରାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକଙ୍କ ନାଁ ବିଶ୍ବନାଥ ମିର୍ଦ୍ଧା । ଜଣେ ଅଟୋ ଡ୍ରାଇଭର ରାସ୍ତା କଡ଼ରେ ବିଶ୍ବନାଥ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ଟାଉନ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ତଦନ୍ତ ପାଇଁ ଘଟଣାସ୍ଥଳକୁ ଆଇଜି ଓ ଏସପି ଯାଇଛନ୍ତି ।

You might also like