ଦେଓଗଡ଼ : ଜମି ପଟା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ଅଫିସ କିରାଣୀ

ଦେଓଗଡ଼ (କେନ୍ୟୁଜ): ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ତହସିଲ ଅଫିସ କିରାଣୀ। ଦେଓଗଡ଼ ଜିଲା ବାରକୋଟ ତହସିଲ ଅଫିସ ହେଡକ୍ଳର୍କ ରାଜକିଶୋର କାଲୋ। ଏକ ଜମି ପଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ରାଉରକେଲା ଭିଜିଲାନ୍ସ ଡିଭିଜନରେ ଏ ନେଇ ମାମଲା ରୁଜ୍ଜୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.