ଖୋର୍ଦ୍ଧା (କେନ୍ୟୁଜ୍) : ବେଆଇନ କାର୍ଯ୍ୟକୁ ରୋକିବାକୁ ଯାଇ ସାହାସିକତା ଦେଖାଇଲେ ସରକାରୀ ବାବୁ। ଖୋର୍ଦ୍ଧାରେ ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଧରିବାକୁ ନାକେଦମ ହୋଇଛନ୍ତି ଜଟଣୀର ଅତିରିକ୍ତ ତହସିଲଦାର ଦିଲ୍ଲିପ ଷଡ଼ଙ୍ଗୀ। ଗାଡ଼ିକୁ ଅଟକାଇବା ବେଳେ ଅତିରିକ୍ତ ତହସିଲଦାରଙ୍କ ଉପରକୁ ଟ୍ରକ୍ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲା ଡ୍ରାଇଭର। ହେଲେ ସାହାସିକତା ଦେଖାଇ ଟ୍ରକ୍କୁ ଗୋଡ଼ାଇ ଧରି ଡ୍ରାଇଭରକୁ ମାଡ ମାରି ଅକ୍ତିଆର କରିଥିଲେ ଅତିରିକ୍ତ ତହସିଲଦାର। ଏହାପରେ ସଂପୃକ୍ତ ଡ୍ରାଇଭରକୁ ପୋଲିସ ଜିମା ଦେଇଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍ ହୋଇଛି।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…