ସର୍ଟସର୍କିଟରୁ ଟାଟା ମ୍ୟାଜିକରେ ଲାଗିଲା ନିଆଁ , କଳାହାଣ୍ଡିରୁ ଏକ ପରିବାର ଶୈବପୀଠକୁ ଯାଉଥିବାବେଳେ ଅଘଟଣ

ଧର୍ମଗଡ(କେନ୍ୟୁଜ୍) : ସର୍ଟସର୍କିଟ ଯୋଗୁଁ ଟାଟା ମ୍ୟାଜିକରେ ଲାଗିଲା ନିଆଁ । କଳାହାଣ୍ଡି କୋକସରା ବ୍ଲକରୁ ଏକ ପରିବାର ପାପଡାହାଣ୍ଡି ଶୈବପୀଠକୁ ଯାଉଥିବା ସମୟରେ ସର୍ଟସର୍କିଟ ଯୋଗୁଁ ଗାଡିରେ ନିଆଁ ଲାଗିଯାଇଥିଲା । ପରିବାର ସମସ୍ତେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି ।