ଝାରସୁଗୁଡା(କେନ୍ୟୁଜ): ଲକଡାଉନ ଉଜାଡ଼ି ଦେଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା। ଏଥିରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ଟେକ୍ସି ଡ୍ରାଇଭର । ଝାରସୁଗୁଡା ଜିଲ୍ଲାର ଟ୍ୟାକ୍ସି ଡ୍ରାଇଭରମାନଙ୍କ ଦୁଃଖ ଏବେ କହିଲେ ନ ସରେ। ଘରୁ ବାହାରକୁ ଟ୍ୟାକ୍ସି ନେଇ ଗଲେ ସେମାନଙ୍କର ଘରେ ଚୁଲି ଜଳୁଥିଲା।କିନ୍ତୁ ଲକଡାଉନ ହେବାପରେ ସବୁ କିଛି ଯେମିତି ଉଜୁଡି ଯାଇଛି। ଲକ ଡାଉନ ଖୋଲିବା ପରେ ମଧ୍ୟ ଯେଉଁଭଳି ଭାବେ ଏମାନଙ୍କୁ ଭଡା ମିଳୁଥିଲା, ତାହା ଆଗକୁ ମିଳିବ କି ନାହିଁ ତାହା ଏମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।ଏପରିକି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ମଧ୍ୟ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି।ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଦାବି କରିଛନ୍ତି।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…