ଓଡିଶାରେ ଟିବି ରୋଗର ନିରାକରଣ ଓ ସଚେତନାକୁ ଆହୁରି ତ୍ୱରାନ୍ଵିତ କରିବା ପାଇଁ ଉନ୍ମୋଚିତ ହେଲା ଟିବି ମିତ୍ର ଆପ୍‌

ଭୁବନେଶ୍ବର(କେନ୍ୟୁଜ୍) : ଭାରତରେ ପ୍ରତିବର୍ଷ ବଢିଚାଲିଛି ଟିବି ରୋଗୀଙ୍କ ସଂଖ୍ୟା। ସୃଷ୍ଟି ହେଉଛନ୍ତି ୫୦ହଜାର ନୂଆ ଟିବି ରୋଗୀ। ଭାରତରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଟିବି ରୋଗର ନିରାକରଣ ଓ ସଚେତନା ଭଲ ରହିଛି । ଏହାକୁ ଆହୁରି ତ୍ୱରାନ୍ଵିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଟିବି ରୋଗ ବିଷୟରେ ସଚେତନତା ଏବଂ ରୋଗୀଙ୍କ ନିକଟରେ ବାର୍ତ୍ତା ପହଁଚାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉନ୍ମୋଚିତ କରିଛି ଟିବି ମିତ୍ର ଆପ୍‌ । ଏହା ସହ ପୋଷ୍ଟର ଏବଂ ସୂଚନା ପତ୍ର ମଧ୍ୟ ଉନ୍ମୋଚନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like