ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ: ବସ୍‌ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର, କଣ୍ଡକ୍ଟର

ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀରେ ମୋ ବସ କର୍ମଚାରୀଙ୍କ ଆତଙ୍କ। ବସ୍‌ ଷ୍ଟପେଜ ପୂର୍ବରୁ ଗାଡି ଅଟକାଇବାରୁ ଯାତ୍ରୀଙ୍କୁ ପିଟିଲେ ଡ୍ରାଇଭର, କଣ୍ଡକ୍ଟର । ଏପରିକି ଅନ୍ୟ ଗାଡିର ମୋ ବସ କର୍ମଚାରୀ ବି ମିଶି ରାସ୍ତାରେ ପିଟିଲେ ।

ମାଷ୍ଟରକ୍ୟାଣ୍ଟିନ ଛକ ବସଷ୍ଟାଣ୍ଡ ପାଖରେ ଯାତ୍ରୀକୁ ମିଳିମିଶି ଆକ୍ରମଣ କଲେ ବସ କର୍ମଚାରୀ। ମା’ ସାମ୍ନାରେ ପୁଅକୁ ମାରୁଥିବାର ଦେଖି ମହିଳା ଜଣଙ୍କ ମୋ ବସ କର୍ମଚାରୀଙ୍କ ଗୋଡ ହାତ ଧରି ଛାଡିଦେବାକୁ ନେହୁରା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.