ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଆଠଗଡ଼ ଥାନା ଅନ୍ତର୍ଗତ ଝରଣ ଛକ ନିକଟସ୍ତ ରାସ ରସିକ ପୁର ଶିଶୁ ମନ୍ଦିର ପଛ ପାଖରେ ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ପାଖରେ ରହିଛି ଏକ ପଥର ଖଣ୍ଡ । କେହି ତାଙ୍କୁ ପଥର ଛେଚି ମାରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଥାନା ଅନ୍ତର୍ଗତ ଝରଣ ଛକ ନିକଟସ୍ତ ରାସ ରସିକ ପୁର ଶିଶୁ ମନ୍ଦିର ପଛ ପାଖରେ ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ପାଖରେ ରହିଛି ଏକ ପଥର ଖଣ୍ଡ । କେହି ତାଙ୍କୁ ପଥର ଛେଚି ମାରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ତଦନ୍ତ ଜାରି ରଖିଛି । ମୃତକ ଜଣକ ହେଲେ ଝରଣ ଛକର ଜଗନ୍ନାଥ୍ ପ୍ରଧାନ ବୋଲି ଜାଣିବାକୁ ମିଳିଛି।