ଆକ୍ସନ ମୋଡ୍‌ରେ କମିଶନରେଟ ପୋଲିସ, ନାଇଟ୍‌ କ୍ଲବ ଓ ଡ୍ୟାନ୍ସ ବାରରେ ରାତି ଅଧିଆ କଲା ଚଢ଼ାଉ

ରାତି ଅଧରେ ଡ୍ୟାନ୍‌ସ ବାର୍‌ରେ ଚଢାଉ। ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କମିଶନରେଟ୍‌ ପୋଲିସ।

ଭୁବନେଶ୍ୱର (କେନ୍ୟୁଜ): ରାତି ଅଧରେ ଡ୍ୟାନ୍‌ସ ବାର୍‌ରେ ଚଢାଉ। ରାଜଧୀନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ ରେଡ୍‌ କରିଛି କମିସନରେଟ ପୋଲିସ। ଅବକାରୀ ନିୟମ ଉଲଙ୍ଘନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଥିବା ନେଇ ଚଢ଼ାଉ ହୋଇଛି। ୩ଟି ହୋଟେଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କମିଶନରେଟ୍‌ ପୋଲିସ। ଯାଞ୍ଚରେ ସାମିଲ ଥିଲେ ୬୦ଜଣ ପୋଲିସ କର୍ମଚାରୀ, POPD ଓ 2ପ୍ଲାଟୁନ ପୋଲିସ ଫୋର୍ସ। ସେଫ ସିଟି ଡ୍ରାଇଭ ଅଧୀନରେ ରେଡ୍‌ କରିଥିଲା ପୋଲିସ।

Leave A Reply

Your email address will not be published.