ଝାରସୁଗୁଡା : ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଦମକଳ ବାହିନୀ

ଝାରସୁଗୁଡା (କେନ୍ୟୁଜ): ପାସେଞ୍ଜର ଟ୍ରେନ୍‌ରେ ଅଗ୍ନିକାଣ୍ଡ । ବ୍ରଜରାଜନଗର-ଗୁନ୍ଦିଆ ପାସେଞ୍ଜର ୍‌ଟ୍ରେନ୍‌ରେ ଲାଗିଲା ନିଆଁ । ବ୍ରଜରାଜନଗର ଷ୍ଟେସନ୍‌ରେ ଟ୍ରେନ୍‌ ଠିଆ ହୋଇଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ ନିଆଁ କେଉଁ କାରଣରୁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.