ଆସନ୍ତା ଅଗଷ୍ଟ ୨୪ ରାୟପୁରରେ ବସିବ ଆଣ୍ଟି ନକ୍ସଲ ସମନ୍ବୟ ବୈଠକ । ୬ ରାଜ୍ୟର ଅଧିକାରୀଙ୍କୁ ନେଇ ଛତିଶଗଡ଼ର ରାୟପୁରରେ ବସିବ ବୈଠକ । ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବୈଠକରେ ଯୋଗ ଦେଇପାରନ୍ତି ଓଡ଼ିଶା ମୁଖ୍ୟ ଶାଚନ ସଚିବ ମନୋଜ ଆହୁଜା ଓ ଡିଜି ୱାଇ ବି ଖୁରାନିଆ । ଓଡ଼ିଶା ସହ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ମୁଖ୍ୟ ସଚିବ ଓ ଡିଜି ଯୋଗ ଦେବେ ।