ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ରଡ୍ ମାଡ଼ରେ ସ୍ତ୍ରୀ ମୃତ

ବାସୁଦେବପୁର (କେନ୍ୟୁଜ): ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗ୍ରାମର ଘରୋଇ କଳିକୁ ନେଇ ସ୍ୱାମୀର ରଡ ମାଡରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ଶ୍ରୀନିବାସ ଦାସଙ୍କ ପୁଅ ସୁବ୍ରତ ଗତ ୮ ମାସ ପୂର୍ବେ ତିହିଡି ବାଲିଚତୁରୀ ଗ୍ରାମର ବାବୁରାମ ଦାସଙ୍କ ଝିଅ ସସ୍ମିତାକୁ ବିବାହ କରିଥିଲେ। ଗତ କିଛିଦିନ ହେବ କୌଣସି କାରଣରୁ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହେଉଥିଲା। ଉଭୟଙ୍କ ପାଟିତୁଣ୍ଡ ପାଇଁ ଉଭୟ ପକ୍ଷରୁ ଧାମରା ମେରାଇଥାନାରେ ଅଭିଯୋଗ ହେବା ପରେ ଉଭୟ ପକ୍ଷ ଥାନାରେ ଆପୋଷ ବୁଝାମଣା ଲିଖିତ ଜଣାଥିଲେ।

ଗତକାଲି ସସ୍ମିତା ଓ ସୁବ୍ରତ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସସ୍ମିତା ଉକ୍ତ ଗ୍ରାମର ମାମୁଁ ଶ୍ୱଶୁର ଘରକୁ ଆଶ୍ରୟ ନେବାକୁ ଚାଲିଯାଇଥିଲା। ହେଲେ ଆଜି କୌଣସି କାରଣରୁ ସୁବ୍ରତ ତାଙ୍କ ମାମୁଘରକୁ ଯାଇ ସସ୍ମିତାକୁ ଏକ ରଡ ସାହାଯ୍ୟରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା। ସ୍ଥାନୀୟ ଲୋକେ ଦେଖି ତୁରନ୍ତ ସସ୍ମିତାଙ୍କୁ ବାସୁଦେବପୁର ଡାକ୍ତରଖାନା ପଠାଇଦେଇଥିବା ବେଳେ ସୁବ୍ରତକୁ କାବୁ କରି ଧାମରା ଥାନାରେ ଜିମା ଦେଇଥିଲେ। ଅନ୍ଯପକ୍ଷରେ ବାସୁଦେବପୁର ଡାକ୍ତରଖାନାରେ ସସ୍ମିତାକୁ ଡାକ୍ତର ମୃତ୍ୟୁ ବୋଲି ଘୋଷଣା କରିଥିଲେ।

Barsha

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

32 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

44 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

56 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

60 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago