ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ସ୍ୱାସ୍ଥ୍ୟସେବାରେ ଲାଗିଲା ESMA

ସ୍ୱାସ୍ଥ୍ୟସେବାରେ ଲାଗିଲା ESMA । ଆଗୀମୀ ୬ ମାସ ପାଇଁ ସ୍ୱାସ୍ଥ୍ୟ ସେବାରେ ଲାଗିଲା ESMA । ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏନେନସିଆଲ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ । ନର୍ସ, ପାରା ମେଡିକାଲ ଷ୍ଟାଫ୍ ଷ୍ଟାଇକ କରି ପାରିବେ ନାହିଁ । ତୃତୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ବି ଆନ୍ଦୋଳନ କରି ପାରିବେ ନାହିଁ । ହସ୍ପିଟାଲରେ କାର୍ଯ୍ୟରତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ।