ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀର ମୃତ୍ୟୁ

କଟକ(କେ ନ୍ୟୁଜ): ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀର ମୃତ୍ୟୁ । ଗଭୀର ସ୍ରୋତରେ ପଡି ହାତୀର ମତ୍ୟୁ ହୋଇଥିବା ସୂଚନା ମିଳିଛି। ନଦୀ ପାର ବେଳେ ମୁଣ୍ଡଳୀ ସେତୁରେ ଫସିଥିଲା ଦନ୍ତାହାତୀ । ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଥିଲା ଓଡ୍ରାଫ୍‌ ବୋଟ୍‌ । ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଏବେ ବି ଜଣେ ନିଖୋଜ ଅଛନ୍ତି । କିନ୍ତୁ ଏଯାବତ ମୃତ ହାତୀର ପତ୍ତା ମିଳୁନି । NDRF ଦଳର 8 ଟି ବୋଟ ଖୋଜିବାକୁ ନିୟୋଜିତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.