୨୦୩୦ ସୁଦ୍ଧା ଓଡ଼ିଶାକୁ ଷ୍ଟିଲ ହବ୍‌ କରିବାକୁ ଲକ୍ଷ୍ୟ, ଶହେ ଏମ୍‌ଟିପି ଇସ୍ପାତ ଉତ୍ପାଦନ ପାଇଁ ଟାର୍ଗେଟ

୨୦୩୦ ସୁଦ୍ଧା ଓଡ଼ିଶାକୁ ଷ୍ଟିଲ ହବ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨୦୩୦ ସୁଦ୍ଧା ଶହେ ଏମ୍‌ଟିପି ଇସ୍ପାତ ଉତ୍ପାଦନ ପାଇଁ ଟାର୍ଗେଟ ରହିଛି। ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବଡ଼ ବଡ଼ ମେଗା ଶିଳ୍ପ ସଂସ୍ଥା। ଖୁବଶୀଘ୍ର ଟାର୍ଗେଟ ହାସଲ ହେବ। ସାରା ଦେଶରେ ଓଡ଼ିଶା ଷ୍ଟିଲ ହବ୍‌ ହେବ।

Leave A Reply

Your email address will not be published.