ପୁରୀ ଗଡିଶାଗଦା ଥାନା ଶ୍ରୀମୁକୁନ୍ଦପୁର ଇଶାଣେଶ୍ୱର ମନ୍ଦିରରୁ ଚୋରି

ପୁରୀ (କେନ୍ଯୁଜ୍): ମନ୍ଦିରରୁ ଚୋରି । ପୁରୀ ଗଡିଶାଗଦା ଥାନା ଶ୍ରୀମୁକୁନ୍ଦପୁର ଇଶାଣେଶ୍ୱର ମନ୍ଦିରରୁ ଚୋରି । ସୂଚନା ଥାଉକି, ପୂରାତନ ମନ୍ଦିରରୁ ରାଧାକୃଷ୍ଣ ଓ ଶିବ ପାର୍ବତୀ ମୂର୍ତ୍ତି ଚୋରି ହୋଇଛି । ଗତକାଲି ପୁରୀ ପୋଲିସ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରି ନିମାପଡାର ପ୍ରଫୁଲ୍ଲ ମିଶ୍ର ଓ ତାଙ୍କ ସ୍ତ୍ରୀ ସରୋଜିନୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ । ଏବେ ପୁଣି ମନ୍ଦିରରୁ ଚୋରି ହେବା ପୋଲିସକୁ ଅଡୁଆରେ ପକାଇଛି ।