ରାଜ୍ୟରେ ଆସନ୍ତା ୪ଦିନ ଯାଏ ପ୍ରବଳ ବର୍ଷା ଓ ବଜ୍ରାପାତ ସମ୍ଭାବନା, ଆଜି ୧୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ୪ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନ । ରାଜ୍ୟରେ ଆସନ୍ତା ୪ଦିନ ଯାଏ ପ୍ରବଳ ବର୍ଷା ଓ ବଜ୍ରାପାତ ସମ୍ଭାବନା ରହିଛି । ଆଜି ୧୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୭ଟି ଜିଲ୍ଲାର ଜିଲ୍ଲାପାଳ ଓ ସବୁ ବିଭାଗକୁ ସତର୍କ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବାର ସମ୍ଭାବନା ରହିଛି । ୧୩ ଓ ୧୪ ତାରିଖରେ ବର୍ଷାର ପରିମାଣ ସମାନ୍ୟ କମିବ ।

Leave A Reply

Your email address will not be published.