ଏଥର ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ: ଏପ୍ରିଲ ୧ ସଂଧ୍ୟା ୬ଟାରେ ସମୂହ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର(କେନ୍ୟୁଜ): ଏଥର ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ । ଓଡ଼ିଶା ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଉତ୍କଳ ଦିବସକୁ ମହାସମାରୋହରେ ପାଳନ କରାଯିବ । ପ୍ରତି ଜିଲ୍ଲାରେ ସଭାସମିତି ଆୟୋଜନ ହେବ । ଉତ୍ସବରେ ଜିଲ୍ଲା ପରିଷଦ ସଭାପତିମାନେ ସଭାପତିତ୍ୱ କରିବେ । ଏପ୍ରିଲ ୧ ତାରିଖ ସଂଧ୍ୟା ୬ଟାରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.