ମାଟି ତଳୁ ଉଦ୍ଧାର ହେଉଛି ହଜାର ହଜାର ଆଧାର କାର୍ଡ, କାଦୁଅରେ ନିଜ ନିଜର ପରିଚୟ ପତ୍ର ଖୋଜିଚାଲିଛନ୍ତି ଗାଁଲୋକ

ମୋହନା(କେନ୍ୟୁଜ୍): ମାଟି ତଳୁ ଉଦ୍ଧାର ହେଉଛି ହଜାର ହଜାର ଆଧାର କାର୍ଡ । ମାଟି କାଦୁଅରେ ନିଜ ନିଜର ପରିଚୟ ପତ୍ର ଖୋଜିଚାଲିଛନ୍ତି ଗାଁଲୋକ । ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ ଡରବା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା ।

ବିଭାଗୀୟ ସବ୍‌ ପୋଷ୍ଟମାଷ୍ଟରଙ୍କ ଦାୟିତ୍ୱ ହୀନତା ଓ ଖାମଖିଆଲି ନୀତି ଯୋଗୁଁ ଏବେ ମାଟି ତଳୁ ଉଦ୍ଧାର ହେଉଛି ହଜାର ହଜାର ଆଧାର କାର୍ଡ । ପଞ୍ଜିକରଣ ପରେ ଆଧାର କାର୍ଡ ଡରବା ପୋଷ୍ଟ ଅଫିସକୁ ଆସୁଥିଲେ ମଧ୍ୟ ଜାଣିଶୁଣି ସବ୍‌ ପୋଷ୍ଟ ମାଷ୍ଟର ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.