ଆଉ ୩ଦିନ ହୋଲି: ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ, ଉତ୍ସାହିତ ଲୋକେ

ଭୁବନେଶ୍ବର(କେନ୍ଯୁଜ୍): ଆଉ ୩ଦିନ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ ।

ବଜାରରେ ବି ରଙ୍ଗ ପସରା ମେଲିଛି । ଭଲ ବିକ୍ରି ହେଉଛି ରଙ୍ଗ । ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ଼ । ରାଜଧାନୀର ବିଭିନ୍ନ ଛକରେ ରଙ୍ଗ ଦୋକାନ ଖୋଲିଛି । ଦୋକାନରେ ହର୍ବାଲ ରଙ୍ଗର ଚାହିଦା ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.