ମାଲକାନଗିରିର ବିଜାପଦର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜାପଦର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ୍  ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ଯୁ ହୋଇଛି। ରାସ୍ତା ଉପରେ ଦୀର୍ଘ ସମୟ ଧରି ଶବ ପଡି ରହିଥିଲା।

ସୂଚନା ଅନୁଯାୟୀ, ଗତକାଲି ଗୋଟିଏ ବାଇକ୍  ମାଲକାନଗିରି ରୁ ଜୟପୁର ଆଡକୁ ଯାଉଥିବା ବେଳେ ଅନ୍ୟଟି ତାର ବିପରୀତ ଦିଗରୁ ଆସୁଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରି ତଦନ୍ତ ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.