ବାଇକ ସହ ଭ୍ୟାନ୍ ମୁହାଁମୁହିଁ ଧକ୍କା: ପରିବାରର ୩ଜଣଙ୍କ ମୃତ୍ଯୁ, ଆଖିବୁଜିଲେ ବାପା ଓ ଦୁଇ ଝିଅ

ଭଞ୍ଜନଗର(କେନ୍ୟୁଜ୍): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ। ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଆଖିବୁଜିଛନ୍ତି । ଦୁର୍ଘଟଣାରେ ନାତି ଗୁରୁତର ରହିଛି ।

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି। ବାଇକରେ ମୁନିଗାଡ଼ିରୁ ଗାଙ୍ଗପୁର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଟାୟାର ଜାଳି ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.