ଆଜିଠୁ ୯ ତାରିଖ ଯାଏ ଓଡିଶାରେ ବାତିଲ୍ ହୋଇଛି ଏହି ସବୁ ଟ୍ରେନ୍

ଇଷ୍ଟ କୋଷ୍ଟ ରେଲୱେ ଦ୍ବାରା ଗୁରୁବାର ଜାରି କରାଯାଇଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଓଡିଶାର କଟକ-ପାରାଦୀପ ମାର୍ଗର ତିନୋଟି ଟ୍ରେନକୁ ୭ଫ୍ରେବ୍ରୁଆରୀ ଅର୍ଥାତ୍ ଆଜିଠୁ ତିନିଦିନ ପାଇଁ ବାତିଲ୍ କରିଦିଆଯାଇଛି । ଇସିଆଇଡିଆର ପକ୍ଷରୁ କୁହାଯାଇଛି କି, ହରିଦାସପୁର-ପାରାଦୀପ ରେଳ ଲାଇନ୍ ପରିଯୋଜନା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକରଣ କାମକୁ ଆଖିରେ ରଖି ଇଣ୍ଟରସିଟି ଏକ୍ସପ୍ରେସ୍ ସମେତ ତିନୋଟି ଟ୍ରେନ୍ ତିନି ଦିନ ପାଇଁ ବାତିଲ୍ କରାଯାଇଛି ।

Railwaysଉଭୟ କଟକ ଏବଂ ପାରାଦୀପ ସେକ୍ସନରୁ ଏହି ସବୁ ଟ୍ରେନ୍ ଆଜିଠାରୁ ଆସନ୍ତା ୯ ତାରିଖ ଯାଏ ବାତିଲ୍ ହୋଇଛି :

18414/18413 ପୁରୀ-ପାରାଦୀପ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍
68435/68436 କଟକ-ପାରାଦୀପ-କଟକ ମେମୁ
58405/58406 କଟକ-ପାରାଦୀପ-କଟକ ପାସେଞ୍ଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.