କଟକ ଉଚ୍ଛାପୁରରେ ବଜ୍ରପାତ ନେଲା ନାବାଳିକାର ଜୀବନ

ନିଆଳି: କଟକ ଜିଲ୍ଲା ଓଲଟପୁର ଥାନା ଉଚ୍ଛାପୁର ନିକଟରେ ବଜ୍ରପାତରେ ନାବାଳିକାଙ୍କ ମୃତ୍ୟୁ । ମୃତ ବାଳିକା ଜଣଙ୍କ ଇଚ୍ଛାପୁର ଗାଁର ସୁଜିତ୍ ବେହେରାଙ୍କ ୧୨ବର୍ଷର ଝିଅ ପ୍ରିୟଙ୍କା ବେହେରା । ପ୍ରିୟଙ୍କା ଶୌଚ ପାଇଁ ଯାଇଥିବାବେଳେ ହଠାତ୍ ସେ ବଜ୍ରପାତା ଶୀକାର ହୋଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.